31.1 C
Bhubaneswar
Tuesday, April 30, 2024
Homeଓଡିଶାଡବଲ ମର୍ଡର : ଦୋଷୀକୁ ଆଜୀବନ

ଡବଲ ମର୍ଡର : ଦୋଷୀକୁ ଆଜୀବନ

ରାଉଲକେଲା : ଦମ୍ପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍ । ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଷ ଦେଲେ ଏଡିଜେ-୨ । ଜୁନ୍ ୨୦୧୫ରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କଟୁରୀରେ ହାମି ହତ୍ୟା କରିଥିଲା ରାଜୁ ।

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍; ୨୦ରୁ ଅଧିକ ଯାତ୍ରୀ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking