28.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶଆତଙ୍କୀ ହମଲା; ଯବାନ ସହିଦ

ଆତଙ୍କୀ ହମଲା; ଯବାନ ସହିଦ

ଜାମ୍ମୁ-କାଶ୍ମୀର : ଶନିବାର ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମାଛିଲ ସେକ୍ଟରର କାମକାରିରେ ଥିବା ଏକ ସେନା ପୋଷ୍ଟ ଏବଂ ତ୍ରେହଗାମ ସେକ୍ଟରର କୁମକାଡ଼ି ପୋଷ୍ଟ ନିକଟରେ ୨ଟି ପୃଥକ ଗୁଳିବିନିମୟ ଘଟଣା ଘଟିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସେହିପରି ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking