41.1 C
Bhubaneswar
Sunday, April 28, 2024
Homeଓଡିଶାଏଠି ସେଠି ମୋବାଇଲ ଚାର୍ଜ କରନି –ଓଡିଶା ପୋଲିସ

ଏଠି ସେଠି ମୋବାଇଲ ଚାର୍ଜ କରନି –ଓଡିଶା ପୋଲିସ

ଭୁବନେଶ୍ୱର : ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନ କରିବାକୁ କହିଲା ପୋଲିସ । ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କୁ ଓଡିଶା ପୋଲିସର ସତର୍କ ସୂଚନା । ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଲା ପୋଲିସ । ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରନ୍ତୁନି । ଏମିତି କଲେ ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ନେଇ ପାରନ୍ତି । ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସବୁ ଡାଟା ନେଇଯାଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking