32.5 C
Bhubaneswar
Monday, April 20, 2026
Homeଓଡିଶାଦିଲ୍ଲୀପଙ୍କ ବିଜୟ ନିଶ୍ଚିତ: ଗୋକୁଳାନନ୍ଦ

ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ: ଗୋକୁଳାନନ୍ଦ

ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଦିଲ୍ଲୀପ ରାୟଙ୍କ ସବୁ ଦଳ ସହିତ ବହୁତ ଭଲ ସମ୍ପର୍କ ରହିଛି । ଜଣେ ଜଣାଶୁଣା ବ୍ୟକ୍ତିତ୍ୱ , ରାଜନୈତିକ ଅଭିଜ୍ଞତା ରହିଛି । ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ବିଜୟ ଲାଭ କରିବ । ୨୦୦୨ରେ କେମିତି ରାଜ୍ୟସଭାକୁ ଯାଇଥିଲେ, ସେ ସୂତ୍ର ତାଙ୍କୁ ଭଲଭାବରେ ଜଣା । ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ମନମୋହନ ସାମଲ, ସୁଜିତ କୁମାର , ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର , ଚତୁର୍ଥ ସିଟ ପାଇଁ  ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଥିଲେ । ତେବେ ମାର୍ଚ୍ଚ ୧୬ରେ ଦେଖିବାକୁ ବାକି ରହିଲା, ଚତୁର୍ଥ ସିଟ ଉପରେ କିଏ ବାଜିମାତ ମାରିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking