22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶଆପ-ଦା ମୁକ୍ତ ହେଲା ଦିଲ୍ଲୀ : ଶାହ

ଆପ-ଦା ମୁକ୍ତ ହେଲା ଦିଲ୍ଲୀ : ଶାହ

ନୂଆଦିଲ୍ଲୀ : ଦିଲ୍ଲୀ ଫଳାଫଳକୁ ନେଇ ଶାହ ଟ୍ୱିଟ କରିଛନ୍ତି । କହିଛନ୍ତି  ଦିଲ୍ଲୀରେ ମିଛ ଶାସନର ଅନ୍ତ ହେଲା ।  ଏହା ଅହଙ୍କାର , ଅରାଜକତାର ପରାଜୟ ଅଟେ । ଅନ୍ୟପଟେ  ଦିଲ୍ଲୀ ଫଳାଫଳକୁ ନେଇ  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ବୟାନ ରହିଛି । ଦିଲ୍ଲୀ ମୋଦୀଙ୍କ ଉପରେ ଭରସା କଲା  କହିଛନ୍ତି  ଯୋଗୀ । ଦିଲ୍ଲୀରେ ମିଛ ରାଜନୀତିର ଅନ୍ତ ହୋଇଛି । ଅଢେଇ ଦଶକ ପରେ ଦିଲ୍ଲୀରେ ପଦ୍ମ ଫୁଟିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking