34.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶବିବେକ ଦେବରୟଙ୍କ ପରଲୋକ

ବିବେକ ଦେବରୟଙ୍କ ପରଲୋକ

ନୂଆଦିଲ୍ଲୀ : ବିଶିଷ୍ଟ ଅର୍ଥନୀତିଜ୍ଞ ବିବେକ ଦେବରୟ ଙ୍କ ପରଲୋକ ଘଟିଛି ।ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ହେଉଛନ୍ତି ବିବେକ ଦେବରୟ । ବିବେକ ଦେବରୟଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି  ଶୋକ ପ୍ରକାଶ କରିଛନ୍ତି । ସେ ଦିଲ୍ଲୀ ଏମ୍ସରେ ଚିକିସ୍ଛା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking