27.1 C
Bhubaneswar
Friday, July 11, 2025
Homeଓଡିଶାଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ସୁକିନ୍ଦା କଳିଆପାଣି ଖଣି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସଖାଳୁ ସଖାଳୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । କାଳିଆପାଣି ପୁଡା ହାଟିଙ୍ଗ ନିକଟସ୍ଥ ଆମ୍ବ ତୋଟାରେ ଆମ୍ବ ଗଛରେ ରସି ଲଗେଇ ଆତ୍ମ ହତ୍ୟା କରିଛନ୍ତି । ରଂଜିତ କେର୍କେଟା ( ୨୧ ) ସୂଚନା ମୁତାବକ ମୃତ ରଂଜିତ କଳିଆପାଣି ଗ୍ରାମର ମୋତି ହସ କେର୍କେଟାଙ୍କ ପୁଅ ପାରିବାରିକ କଳହକୁ କେନ୍ଦ୍ରକରିଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ କଳିଆପାଣି ପୋଲିସ ପହଞ୍ଚି ଶବ ଜବତ କରିବାସହ ଘଟଣା ର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking