32.1 C
Bhubaneswar
Saturday, May 11, 2024
Homeଓଡିଶାସିବିଏସ୍‌ଇ ପରୀକ୍ଷାରେ ଡିଏଭି ପୋଖରୀପୁଟର ଶତପ୍ରତିଶତ ସଫଳତା

ସିବିଏସ୍‌ଇ ପରୀକ୍ଷାରେ ଡିଏଭି ପୋଖରୀପୁଟର ଶତପ୍ରତିଶତ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ମ।ଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ବିଦ୍ୟାଳୟ ପ।ଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟର ସ।ମଗ୍ରିକ ସଫଳତ। ୮୮.୭୦ ପ୍ରତିଶତ ରହିଛି । ବିଦ୍ୟ।ଳୟର ମୋଟ ୧୯୨ ଜଣ ଛ।ତ୍ରଛ।ତ୍ରୀଙ୍କ ମଧ୍ୟରୁ ୧୦୪ ଜଣ ବିଦ୍ୟ।ର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ରୌନକ୍ ମିଶ୍ର ୯୮.୪୦% ନମ୍ବର ସହ ପ୍ରଥମ, ଇଶିତ। ସ।ହୁ ୯୮.୨୦% ରେ ଦ୍ୱିତୀୟ ଏବଂ ପ୍ରତିଷ୍ଠ। ପ।ଲ୍ ୯୮.୦୦% ନମ୍ବର ରଖି ତୃତୀୟ ସ୍ଥ।ନ ଅଧିକ।ର କରିଛନ୍ତି । ବିଦ୍ୟ।ଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥ।ନ ଅଧିକ।ର କରିଥିବ। ବିଦ୍ୟ।ର୍ଥୀମ।ନେ ମ।ତ।ପିତ।, ଶିକ୍ଷକ-ଶିକ୍ଷୟିତ୍ରୀ , ଅଧ୍ୟକ୍ଷ। ଡ. ସୁଜ।ତ। ତଥ। ଈଶ୍ୱରଙ୍କ ଆଶୀର୍ବ।ଦ ଫଳରେ ଏହି ସଫଳତ। ହ।ସଲ କରିଛନ୍ତି ବୋଲି କହିଛନ୍ତି । ଅଧିକାଂଶ ଛ।ତ୍ରଛ।ତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତ।ର ପରିଚୟ ପ୍ରଦ।ନ କରିଛନ୍ତି । ବିଦ୍ୟ।ଳୟର ଏହି ସଫଳତ। ପ।ଇଁ ପରିଚ।ଳନ। ସମିତିର ଚେୟ।ରମ୍ୟ।ନ୍ ଡ. ଅରୁଣ କୁମ।ର ରଥ , ଡିଏଭି ଜୋନ୍‌-୧ର ଆଞ୍ଚଳିକ ଅଧିକ।ରୀ ଡ. କେ.ସି. ଶତପଥୀ ଏବଂ ଡିଏଭି ଜୋନ୍‌-୧ର ସହ ଆଞ୍ଚଳିକ ଅଧିକ।ରୀ ତଥ। ବିଦ୍ୟ।ଳୟର ଅଧ୍ୟକ୍ଷ। ଡ. ସୁଜ।ତ। କୃତି ଛ।ତ୍ର।ଛ।ତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମ।ନଙ୍କୁ ଅଭିନନ୍ଦନ ଜଣ।ଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking