28.1 C
Bhubaneswar
Tuesday, May 5, 2026
Homeଓଡିଶାବାତ୍ୟା 'ମୋନ୍ଥା': ୫ ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି

ବାତ୍ୟା ‘ମୋନ୍ଥା’: ୫ ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପାଇଁ  ଓଡିଶାକୁ ୱାଣ୍ଣିଂ  ଦିଆଯାଇଛି । ଆଜି ପାଇଁ  ୫ ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ମୋନ୍ତାର ପ୍ରବାବରେ ଆଜି ପରା ଓଡିଶା ବର୍ଷାରେ ଭିଜିବ ।  ୪ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାଣ୍ଣିଂ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ , କଳାହାଣ୍ଡି, ରାୟଗଡାକୁ ରେଡ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ନୂଆପଡା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ  ଅରେଞ୍ଜ ୱାଣ୍ଣିଂ  ଜାରି ହୋଇଛି । ଅବଶିଷ୍ଟ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାଣ୍ଣିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking