29.1 C
Bhubaneswar
Thursday, June 12, 2025
Homeଓଡିଶାସିଆରପିଏଫ ବରିଷ୍ଠ ଅଧିକାରୀଙ୍କ ଚିତ୍ରକୋଣ୍ଡା ଓ ମାଲକାନଗିରି ଗସ୍ତ: ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ସିଆରପିଏଫ ବରିଷ୍ଠ ଅଧିକାରୀଙ୍କ ଚିତ୍ରକୋଣ୍ଡା ଓ ମାଲକାନଗିରି ଗସ୍ତ: ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ମାଲକାନଗିରି: ମାଲକାନଗିରି ଓ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଗସ୍ତରେ ସିଆରପିଏଫ ଜାତୀୟ ସୁରକ୍ଷା ଉପଦେଷ୍ଟା କେ.ବିଜୟ କୁମାର । ମାଓ ଗତିବିଧି ଓ ଅପରେସନ ନେଇ ସମୀକ୍ଷା ବୈଠକ । ଏହିଁ ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ।ସୂଚନାଯୋଗ୍ୟ ଯେ, ଶନିବାର ଦିନ ହେଲିକପ୍ଟର ଯୋଗେ ସି.ଆର.ପି.ଏଫ୍ ଜାତୀୟ ସୁରକ୍ଷା ଉପଦେଷ୍ଟା କେ.ବିଜୟ କୁମାର, ଦକ୍ଷିଣାଞ୍ଚଳ ଡି.ଆଇ.ଜି ସଫିଦ୍ ଅହମ୍ମଦ୍ ଖାନ୍ ଓ ମାଲକାନଗରୀ ଏସ୍.ପି ରିଶେକେଶ୍ ହିଲାରି ,ବିଶାଖାପାଟଣା ଏସ୍.ପି ଆତ୍ତାଡ଼ା ବାବୁଜୀ ଚିତ୍ରକୋଣ୍ଡା ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ ମୂଳକ କାମ, ରାସ୍ତା କାମକୁ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳରେ କିପରି  ସୁରକ୍ଷା ବ୍ୟବସ୍ଥା ତ୍ୱରାନ୍ୱିତ କରାଯିବ ସେ ନେଇ ସୂଚନା ଦେଇଛନ୍ତି କେ ବିଜୟ କୁମାର। ଏହି ଅଞ୍ଚଳରେ କିପରି ମାଓ ଦମନ ଓ ମାଓ ଗତିବିଧି ଉପରେ ନଜର ରଖାଯିବା ତାହା ଉପରେ ଆଲୋଚନା କରାଯାଇଛି।
https://onakhabar.com/2020/02/15/aparjita-meets-home-minister-rajnath/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking