କଟକ: ତାଳଦଣ୍ଡା କେନାଲ ଦୁର୍ଘଟଣାରେ ତଦନ୍ତ ନିର୍ଦ୍ଦେଶ । ଆର୍ ଆଣ୍ଡ ବି ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ସୂଚନା । ତଦନ୍ତ ସାରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ସୂଚନା । ମାଲି କେନାଲରେ କାର୍ ଖସି ଜଣଙ୍କ ମୃତ୍ୟୁ ହୋଇଥିଲା ।