ତୁଳସୀ ଗଛ ସହ ଜଡିତ କରନ୍ତୁ ଏହି ୩ଟି ଉପାୟ, ଦୁର୍ଭାଗ୍ୟରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ତୁଳସୀକୁ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ଉଦ୍ଭିଦ ଭାବରେ ବିବେଚନା କରାଯାଏ। ତୁଳସୀ ଗଛରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏହି କାରଣରୁ ସନାତନ ଧର୍ମରେ ଏମିତି କୌଣସି ଘର ନାହିଁ, ଯେଉଁଠାରେ ତୁଳସୀ ଗଛ ପୂଜା ହୁଏନି। ଯେଉଁ ଘରେ ଏହି ଗଛ ଲଗାଯାଏ, ସେଠାରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ଗଛ ସହିତ ଜଡିତ ଅନେକ ଉପାୟ ବିଷୟରେ କୁହାଯାଇଛି। ଯାହାକୁ ଆପଣେଇ ଆପଣ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। … Continue reading ତୁଳସୀ ଗଛ ସହ ଜଡିତ କରନ୍ତୁ ଏହି ୩ଟି ଉପାୟ, ଦୁର୍ଭାଗ୍ୟରୁ ମିଳିବ ମୁକ୍ତି