33.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗସେବାୟତଙ୍କ କୋଭିଡ ଟେଷ୍ଟ

ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କର କୋଭିଡ ଟେଷ୍ଟ ହେବ । ତେବେ ଆଜି ଠାରୁ ସେବାୟତ ମାନଙ୍କ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କର ଆୀଟିପିସିଆର ଟେଷ୍ଟ ହେବ । ଗ୍ରାଣ୍ଡ ରୋଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଫେବୃଆରୀ ୨୭ ତାରିଖ ଯାଏଁ କୋରନା ଟେଷ୍ଟ ଚାଲିବ । ପ୍ରଥେମେ ସୁଆର , ମହାସୁଆର ନିଯୋଗ ସେବାୟତଙ୍କର ଟେଷ୍ଟ କରାଯିବ । ପରେ ପୁଷ୍ପାଳକ ନିଯୋଗ ପୁଜାପଣ୍ଡା, ପ୍ରତିହାରୀ , ଦଇତା ପତି ନିଯୋଗ ସମେତ ଅନ୍ୟ ନିଯୋଗରୁ ପ୍ରାୟ ୩୦୦୦ ସେବାୟ୍‌ତଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି ।

ମନ୍ଦିରରେ ଭକ୍ତଙ୍କର ଭିଡ ଜମୁଥିବାରୁ ପ୍ରଥମିକତାକୁ ଦୃଷ୍ଟିରେ ରଖି ସେବାୟତ ମାନଙ୍କ ମାଗଣା କୋଭିଡ ଟୀକା ଦେବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ୱାସ୍ଥ୍ୟ ଓ ଲୋକ ସଂମ୍ପର୍କ ବିଭାଗକୁ ଆବେଦନ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ତେଣୁ ଏବେ ପ୍ରଶାସକ ଙ୍କ ତରଫରୁ ସେବାୟତଙ୍କର କୋଭିଡ ଟେଷ୍ଟ କରିବାକ ନିଷ୍ପତି ନିଆଯାଇଛି ।
ତେବେ ଏହି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking