29.1 C
Bhubaneswar
Sunday, May 19, 2024
Homeଓଡିଶାହଜିଗଲା ମାନବିକତା : ଶେଷରେ ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ

ହଜିଗଲା ମାନବିକତା : ଶେଷରେ ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ

ଖୋର୍ଦ୍ଧା : ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ । ଛାଡିଦେଲେ ପିପିଇ କୀଟ, ପଡ଼ିରହିଛି କୋକେଇ । ମୃତଦେହ ପ୍ୟାକିଂ ହୋଇ ଆସିଥିବା ରକ୍ତଲଗା ପଲିଥିନକୁ ମଧ୍ୟ ଫୋପାଡ଼ି ଦେଇ ଚାଲିଗଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ପୌର ପରିଷଦ ଅଞ୍ଚଳରେ । ଜଟଣୀ ପୌର ପରିଷଦ ୯ ନମ୍ବର ୱାର୍ଡ ଷଣ୍ଢପୁର ଠାରେ ଥିବା ଡ଼ମ୍ପିୟାର୍ଡ଼ରେ ପ୍ରତିଦିନ ମୁନିସିପାଲିଟି କର୍ମଚାରୀମାନେ ଅଳିଆ ଆବର୍ଜନା ନେଇ ପକାଇବାକୁ ଯାଇଥାନ୍ତି । ସେହି ସ୍ଥାନରେ କୋଭିଡ ରୋଗୀଙ୍କ ମୃତେଦେହ ପୋଡି କିଛି ଘଣ୍ଟା ପରେ ପାଉଁଶ ନେବାକୁ ଆସିବା ବେଳେ ସ୍ଥାନୀୟ ଲୋକେ ପଚାରିବାରୁ ଜଣେ ବ୍ୟକ୍ତି ସେଠାରୁ କାର ନେଇ ପଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking