27.1 C
Bhubaneswar
Saturday, July 27, 2024
Homeଓଡିଶା୧୭ରେ ଓଡିଶା ଆସିବେ ହେମା ମାଳିନୀ

୧୭ରେ ଓଡିଶା ଆସିବେ ହେମା ମାଳିନୀ

ଭୁବନେଶ୍ୱର : ଆଜି ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ  ଆସନ୍ତା ୧୭ ତାରିଖ ଦିନ ବଲିଉଡ ଅଭିନେତ୍ର ହେମା ମାଳିନୀ ଓଡ଼ିଶା ଆସୁଛନ୍ତି । ହେମା ମାଳିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତରଭୁବନେଶ୍ୱର, ପିପିଲି ଓ କିଶନନଗରରେ ହେବାକୁ ଥିବା ସମାବେଶରେ ସେ ଯୋଗଦେବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ବିଜେଡିର ମେନିଫେଷ୍ଟୋ ମିଛ : ସମୀର ମହାନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking