39.4 C
Bhubaneswar
Thursday, April 18, 2024
Homeଓଡିଶାତୁମୁଡ଼ିବନ୍ଧ ୭ ଦିନ ବନ୍ଦ ଘୋଷଣା

ତୁମୁଡ଼ିବନ୍ଧ ୭ ଦିନ ବନ୍ଦ ଘୋଷଣା

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ମହାମାରୀର ଦ୍ୱିତୀୟ ଲହର ତୁମୁଡ଼ିବନ୍ଧ ଅଞ୍ଚଳରେ ଦିନକୁ ଦିନ ତାହାର କାୟା ବିସ୍ତାର କରିଚାଲିଛି। ଚଳିତମାସ ୪ତାରିଖରୁ ୯ତାରିଖ ସୁଦ୍ଧା ମୋଟ୍ ୭୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ କରୋନା ଚେନ୍ ଭାଙ୍ଗିବା ପାଇଁ ତୁମୁଡ଼ିବନ୍ଧ ପଞ୍ଚାୟତ ଅଞ୍ଚଳର ବଡ଼ସାହି, ମଝୀ ସାହି, ଖାରିସାହି, ବୁଡାପଡା ଏବଂ ମୁଖ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିବାପାଇଁ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରିଛନ୍ତି ତୁମୁଡ଼ିବନ୍ଧ ସରପଞ୍ଚ ମୟନ୍ତ ପାଟ୍ଟମାଝୀ । ଏହି ସବୁ ଅଞ୍ଚଳରେ ୭ଦିନ ପାଇଁ ସଂପୂର୍ଣ୍ଣଭାବେ ବନ୍ଦ ଘୋଷଣା କରିଛନ୍ତି ସରପଞ୍ଚ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking