29.1 C
Bhubaneswar
Saturday, April 27, 2024
Homeଓଡିଶାହାଇକୋର୍ଟ ଗଲା ନକଲି ମେଡିସିନ୍‌

ହାଇକୋର୍ଟ ଗଲା ନକଲି ମେଡିସିନ୍‌

କଟକ: ହାଇକୋର୍ଟ ଗଲା ନକଲି ମେଡିସିନ୍ । ନକଲି ଔଷଧ ବିକ୍ରି ନେଇ ହାଇକୋର୍ଟରେ ମାମଲା । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।

ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି। ତେଣୁ ଏହାକୁ ରୋକିବାକୁ କଡା ପଦକ୍ଷେପ ନେଉଛି ଓଡ଼ିଶା ପୋଲିସ। ଗତ ୯ ତାରିଖରେ ନକଲି ଔଷଧ କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking