30.1 C
Bhubaneswar
Friday, September 22, 2023
Homeଋଷିଆ-ୟୁକ୍ରେନ୍ ଯୁଦ୍ଧପରମାଣୁ ଧମକ ଦେଲେ ପୁଟିନ୍‌

ପରମାଣୁ ଧମକ ଦେଲେ ପୁଟିନ୍‌

ବ୍ୟୁରୋ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା । ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍ । ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଋଷିଆକୁ ଧ୍ୱାଂସ ପାଇଁ ପାଶ୍ଚ୍ୟା ରାଷ୍ଟ୍ର ଉଦ୍ରମ କରୁଛନ୍ତି । ୟୁକ୍ରେନ୍‌କୁ ଅସ୍ତ୍ର କରି ଋଷିଆକୁ ଧ୍ୱଂସ ପାଇଁ ଉଦ୍ୟମ କରୁଛନ୍ତି । ଯଦି ଆମ ଦେଶ ପ୍ରତି ବିପଦ ଆସେ, ସବୁ ଅସ୍ତ୍ର ପ୍ରୟୋଗ କରିବୁ । ଏôତପାଇଁ ଋଷିଆ ପାଖରେ ଉପଲବ୍ଧ ସବୁ ଅସ୍ତ୍ର ପ୍ରୟୋଗ କରାଯିବ ।

କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜଣ ଜୀବନ୍ତ ଦଗ୍ଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking