28.1 C
Bhubaneswar
Saturday, July 27, 2024
Homeଓଡିଶାଅଡିଓ ବାର୍ତ୍ତାରେ ବିରୋଧୀଙ୍କୁ କାଉଣ୍ଟର

ଅଡିଓ ବାର୍ତ୍ତାରେ ବିରୋଧୀଙ୍କୁ କାଉଣ୍ଟର

ବରଗଡ: ଫାଇଭଟି ସଚିବଙ୍କ ସଭାକୁ ନେଇ ବିରୋଧୀଙ୍କ ଟାର୍ଗେଟ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇ ବିରୋଧୀଙ୍କୁ କାଉଣ୍ଟର । ବରଗଡ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ୫ଟି ସଚିବ । ଆପଣଙ୍କ ସମସ୍ୟା ବୁଝିବାକୁ ମୁଁ ସଚିବଙ୍କୁ ପଠାଇଛି ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ବାର୍ତ୍ତାରେ କହିଛନ୍ତି ନବୀନ ।

ରାଜ୍ୟରେ ଶାସନ ଭୁସୁଡି ପଡିଛି: ଧର୍ମେନ୍ଦ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking