ରାଜ୍ୟରେ ଶାସନ ଭୁସୁଡି ପଡିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଭରିବ କଲ୍ୟାଣ ସମାବେଶରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଛେଣ୍ଡିପଦା ଗରିବ କଲ୍ୟାଣ କାର୍ଯ୍ୟକ୍ରମରେ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ଶାସନ ଭୁସୁଡି ପଡିଛି,ଅନ୍ୟ କାହା ହାତକୁ ଟେକି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେଖାନାହିଁ,ମନ୍ତ୍ରୀ ବିଧାୟକଙ୍କ କଥା ତ ନକହିବା ଭଲ । ବାବୁମାନଙ୍କ ସଭା ପାଇଁ ମନ୍ତ୍ରୀ ଓ ଏମ୍‌ପିମାନେ ଚେୟାର ବୋହୁଛନ୍ତି । ବର୍ତ୍ତମାନ ରାଜ୍ୟ ଶାସନରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଏ ସରକାରଙ୍କୁ … Continue reading ରାଜ୍ୟରେ ଶାସନ ଭୁସୁଡି ପଡିଛି: ଧର୍ମେନ୍ଦ୍ର