28.1 C
Bhubaneswar
Thursday, March 28, 2024
Homeଓଡିଶାରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍

ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍

ଭୁବେନଶ୍ୱର: ସହରେର ପୁଣି ବଢ଼ିଛି ମାେଇକ୍ର କଣ୍ଟେନମେଣ୍ଟ  ଓ କଣ୍ଟେନମେଣ୍ଟ  ଜୋନ । ଭୁବେନଶ୍ୱର ମହାନଗର ନିଗମ ପକ୍ଷରୁ ଦକ୍ଷିଣ ପଶ୍ଚିମ ଜୋନର ୬ଟି ସ୍ଥାନକୁ ମାେଇକ୍ରା କଣ୍ଟେନମେଣ୍ଟ  ଜୋନ କରାଯାଇଥିବାେବେଳ ଉତ୍ତର ଜୋନର ୭ଟି ସ୍ଥାନକୁ କଣ୍ଟେନମେଣ୍ଟ  ଜୋନ କରାଯାଇଛି । ୱାର୍ଡ଼ ନଂ ୩୭ ଅନ୍ତର୍ଗତ କଳିଙ୍ଗ ଷ୍ଟାଡ଼ିୟମର ସ୍ପୋଟର୍ସ୍ ହେଷ୍ଟଲ (ମହିଳା ଓ ପୁରୁଷ), ୱାର୍ଡ଼ ନଂ ୬୩ ଅନ୍ତର୍ଗତ ଜଗେମାହନ ନଗରସ୍ଥିତ ପ୍ରତୀକ୍ଷା ଏନେକ୍ଲଭର ଲେନ୍ ନଂ ୭ର ପ୍ଳଟ୍ ନଂ ଜି-୧ ଓ ଜାଗମରାସ୍ଥିତ ସିଦ୍ଧି ବିନାୟକ ଏକ୍େ‌କ୍ଲଭ୍ର ପ୍ଲଟ୍ ନଂ-୨, ୱାର୍ଡ଼ ନଂ ୬୨ ଅନ୍ତଗର୍ତ ପୋଖରୀପୁଟସ୍ଥିତ କୋକିଳା ବିହାରସ୍ଥିତ ଲେନ୍ ନଂ୩ର ପ୍ଲଟ୍ ନଂ ୫୧୧/୧୭୮୨ ଓ ଅନନ୍ତ ବିହାରର ପ୍ଲଟ୍ ନଂ ୪୯କୁ ମାେଇକ୍ରା କଣ୍ଟେନମେଣ୍ଟ  ଜୋନ ଘୋଷଣା କରାଯିବା ସହ ଆନୁସଙ୍ଗିକ କଟକରା ଜାରି କରାଯାଇଛି । ଅନ୍ୟପେଟ ୱାର୍ଡ଼ ନଂ ୪ ଅନ୍ତର୍ଗତ ହଂସପାଳସ୍ଥିତ ମେଟ୍ରୋ ସାଟଲାଇଟ୍ ସିଟିର ଳେନ୍‌-୬ର ଫେଜ୍‌-୧ର ପ୍ଲଟ୍ ନଂ ଡ଼ିପିଏକ୍ସ-୧୮୨, ୱାର୍ଡ଼ ନଂ ୩ ଅନ୍ତର୍ଗତ ପଟିଆସ୍ଥିତ ରୟାଲ ଲାଗୁନର ପ୍ଲଟ୍ ନଂ ଏଫ୍‌ଏନ୍‌-୭୩୦, ଡ଼ମଣାସ୍ଥିତ ବେସରା ଆପାଟର୍ମେ ର ଏଫ୍‌ଏନ୍‌-୩୦୨, କାନନ ବିହାରର ଫେଜ୍‌-୧ସ୍ଥିତ ପ୍ଲଟ୍ ନଂ ଏଚ୍‌ଏନ୍‌-ସିଏଚ୍‌-୧୧୯, ୱାର୍ଡ଼ ନଂ୧୪ ଅନ୍ତର୍ଗତ ନିଳାଦ୍ରୀ ବିହାରର ସେକ୍ଟର-୫ସ୍ଥିତ ପ୍ଲଟ୍ ନଂ ଜିଏ-୨୫ ଏବଂ ପ୍ଲଟ୍ ନଂ ୧୪୮ ସହ ୱାର୍ଡ଼ ନଂ ୧୭ ଅନ୍ତର୍ଗତ ଜୟେଦବ ବିହାରର ବିଏସ୍‌ଏନ୍‌ଏଲ୍ କେଲାନୀର କ୍ୱାଟର ନଂ ୮୪୨କୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking