29.1 C
Bhubaneswar
Friday, June 13, 2025
Homeଓଡିଶାହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ: ପୃଥ୍ୱୀରାଜ

ହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ: ପୃଥ୍ୱୀରାଜ

ଭୁବନେଶ୍ୱର: ନବଦାସ ହତ୍ୟା ମାମମଲାରେ ଚାର୍ଜସିଟତ ଦାଖଲ ପରେ ବିଜେପିର ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ସବୁ ମିଛ ଲେଖିଛି ବୋଲି କହିଲେ ପୃଥ୍ୱୀରାଜ ହରିଚନ୍ଦନ । ନବଙ୍କ ଆଡୁ କଣ ଭୟ ଥିଲା ଚାର୍ଜସିଟରେ ଲେଖିନୀ କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ ରାଗ କଣ? ଯଦି ପୂର୍ବ ଯୋଜନା ତାହେଲେ କେବେ କରିଥିଲେ । ପୂରା ଘଟଣାକୁ ଚପେଇବା ପାଇଁ ସରକାର ସଫଳ ହେଲେ, ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା । ହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଭୟ କଣ ଥିଲା ତାହାର ଉତ୍ତର ଲୋକଙ୍କ ଆଗରେ ଆଗ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking