29.1 C
Bhubaneswar
Wednesday, May 1, 2024
Homeଓଡିଶାଆଉ ୯ଜଣ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ଜାଣନ୍ତୁ କେଉଁ ଆସନରୁ କିଏ ଲଢ଼ୁଛନ୍ତି....

ଆଉ ୯ଜଣ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ଜାଣନ୍ତୁ କେଉଁ ଆସନରୁ କିଏ ଲଢ଼ୁଛନ୍ତି….

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟରେ ୯ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ଏହାକୁ ମିଶାଇ ମୋଟ୍ ୧୭ଜଣ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଜାଣନ୍ତୁ କେଉଁ ଆସନରୁ କିଏ ଲଢ଼ୁଛନ୍ତି….
୧) ବାଲେଶ୍ୱର – ଶ୍ରୀକାନ୍ତ ଜେନା
୨) ଭଦ୍ରକ- ଅନନ୍ତ ପ୍ରସାଦ ସେଠୀ
୩) ଯାଜପୁର – ଅଞ୍ଚଳ ଦାସ
୪) ଢ଼େଙ୍କାନାଳ – ସସ୍ମିତ ବେହେରା
୫) କେନ୍ଦ୍ରାପଡ଼ା – ସିଦ୍ଧାର୍ଥ ସ୍ୱରୁପ ଦାସ
୬) ଜଗତସିଂହପୁର – ରବିନ୍ଦ୍ର ସେଠୀ
୭) ପୁରୀ – ସୁଚରିତା ମହାନ୍ତି
୮) ଭୁବନେଶ୍ୱର – ୟାସିର ନୱାଜ
୯) କେନ୍ଦୁଝର – ମୋହନ ହେମ୍ବ୍ରମ
ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮ଜଣ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା କଂଗ୍ରେସ
ସେମାନେ ହେଲେ….
୧) ବରଗଡ଼: ସଞ୍ଜୟ ଭୋଇ
୨) ସୁନ୍ଦରଗଡ଼:ଜନାର୍ଦ୍ଧନ ଦେହୁରୀ
୩) ବଲାଙ୍ଗିର: ମନୋଜ ମିଶ୍ର
୪) କଳାହାଣ୍ଡି: ଦ୍ରୌପଦୀ ମାଝୀ
୫) ନବରଙ୍ଗପୁର: ଭୁଜବଳ ମାଝୀ
୬) କନ୍ଧମାଳ: ଅମିର ଚାନ୍ଦ ନାୟକ
୭) ବ୍ରହ୍ମପୁର:ରଶ୍ମିରଞ୍ଜନ ପଟ୍ଟନାୟକ
୮) କୋରାପୁଟ: ସପ୍ତଗିରି ଉଲ୍ଲାକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking