31.1 C
Bhubaneswar
Monday, May 20, 2024
Homeଓଡିଶାସମିତି ସଭ୍ୟାଙ୍କ ଆତ୍ମହତ୍ୟା !

ସମିତି ସଭ୍ୟାଙ୍କ ଆତ୍ମହତ୍ୟା !

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତର ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘର ଭିତରୁ କବାଟ ବନ୍ଦ ଥାଇ ନିଜ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକ । ପରେ ଘରର କବାଟ ଭାଙ୍ଗି ଗୀତାଙ୍କୁ ନିକଟସ୍ଥ ମେଡ଼ିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ମାର୍ଶାଘାଇ ପୋଲିସ ଗୀତାଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୁବଶୀଘ୍ର ଆସିପାରେ ଏଚ୍‌ଆଇଭି ଟିକା, କ୍ଲିନିକାଲ୍‌ ଟ୍ରାଏଲ୍‌ରେ ୯୭% ପ୍ରଭାବୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking