25.1 C
Bhubaneswar
Saturday, January 18, 2025
Homeଓଡିଶାନିଶା ସେବନକୁ ନେଇ କଲେଜ ଅଶାନ୍ତ

ନିଶା ସେବନକୁ ନେଇ କଲେଜ ଅଶାନ୍ତ

କଟକ: କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ନିଶା ଦ୍ରବ୍ୟ ସେବନକୁ ନେଇ ଗଣ୍ଡଗୋଳ । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ କିଛି ଦିନ ତଳେ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବ୍ଲାକ ବ୍ରଦସ୍ ଗ୍ରୁପ ପିଲାମାନେ ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି କଲେଜର ଛାତ୍ରଛାତ୍ରୀ । କେବଳ ସେତିକି ନୁହେଁ ଏମାନେ ବିଜୁ ଯୁବ ଛାତ୍ର ଜନତା ଦଳର ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking