29.1 C
Bhubaneswar
Thursday, May 9, 2024
Homeଓଡିଶାବିଦ୍ୟୁତ୍ ତାର ଲାଗି ଶିଶୁ ମୃତ

ବିଦ୍ୟୁତ୍ ତାର ଲାଗି ଶିଶୁ ମୃତ

ସୁନ୍ଦରଗଡ : ଛିଡ଼ି ପଡ଼ିଥିଲା ୩୩୦ ଭୋଲ୍ଟ ବିଦ୍ୟୁତ୍ ତାର । ଖେଳୁଥିବା ୫ ବର୍ଷର କୁନି ଶିଶୁଟିର ପାଦ ଏହି ବିଦ୍ୟୁତ୍ ତାର ଉପରେ ପଡ଼ି ଯାଇଥିଲା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏହି ଶିଶୁର ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ କନ୍ତସରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁ କନ୍ତସରା ଗ୍ରାମର ସୁଧାଂଶୁ ପାତ୍ରଙ୍କ ଝିଅ ରାନୁ ପାତ୍ର । ସେ ଖେଳୁଥିବା ବେଳେ ଘର ସାମ୍ନାରେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ୍ ଝଟକାରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ବଣେଇ ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking