37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ

ପୁରୀ : ଶ୍ରୀମନ୍ଦରରେ ଦିର୍ଘଦିନର କୋରନା କଟକଣା ହଟିବା ପରେ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯିବେ । ସେ ଶ୍ରୀମନ୍ଦିିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲିବେ । ଏହାସହ ସେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିବେ । ଏନେଇ ମନ୍ଦିର ପରିସରରେ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ତେବେ ଶ୍ରୀମନ୍ଦିରରେ ଏବେ କଟକଣା କୋହଳ ହୋଇ ସାଧାରଣ ଦର୍ଶନ ପାଇର୍ ଅନୁମତି ରହିଛି । କୋରନା କଟକଣା ପରେ ଏହା ମୁଖ୍ୟମନ୍ତ୍ରୀ ଙ୍କର ପ୍ରଥମ ଥର ପୁରୀ ଗସ୍ତ ରହିଛି ।

ତଳବଣିଆ ହେଲିପ୍ୟାଡରୁ ମୁଖ୍ୟମନ୍ତ୍ରୀ ଓହ୍ଲାଇ ସିଂହଦ୍ୱାର ଅଭିମୁଖେ ଯିବେ । ଏଥିପାଇଁ ୨୧ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କର ଶ୍ରୀମନ୍ଦିିର ଆସିବାର ସମୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପୂରୀ ଜିଲ୍ଲାପାଳ , ଡିଆଇଜି ମନ୍ଦିର ପରିସରରେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking