28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲି ହିମ ସ୍ଖଳନରେ ଆଉ ୪ ମୃତ ଦେହ ଉଦ୍ଧାର ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି । ଏହି ମୃତ ଦେହ ଆଉ ଅଧିକ ମଧ୍ୟ ବୃଦ୍ଧି ହୋଇପାରେ । ଏବେ ମଧ୍ୟ ଶତାଧିକ ଲୋକଙ୍କର ପତ୍ତା ମିଳୁନାହିଁ ଓ ଏସଡିଆରଏଫ,ଆଇଟିବିପି, ଏନଡିଆରଏଫର ସେନାବାହିନୀ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟଯେ, ଗତକାଲି ଗ୍ଲାସିୟର ଭାଙ୍ଗି ଅଚାନକ ଜଳ ସ୍ତର ବଢିଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରୁଷିଗଙ୍ଗା ପ୍ରକଳ୍ପ ଡ୍ୟାମଟି ଭାଙ୍ଗି ଯାଇଛି । ଓ ଏହି ପ୍ରକଳ୍ପରେ କାମ କରୁଥିବା ପ୍ରାୟ ୧୫୦ ଜଣ କର୍ମଚାରୀ ନିଖୋଜ ଥିଲେ । ଏବେ ଶତାଧିକ ଲୋକ ନିଖୋଜ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking