25.1 C
Bhubaneswar
Thursday, October 22, 2026
Homeଓଡିଶାମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୈଠକ

ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୈଠକ

ଭୁବନେଶ୍ବର : ମୁମ୍ବାଇ ଯିବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ ବସିବ । ପୋଲିସ ଅଧିକାରୀଙ୍କ ସହ CM ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।ବୈଠକରେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଟ୍ୱିନ୍ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିବେ । ଶାନ୍ତି ଶୃଙ୍ଖଳାର ସହ କିପରି ମା’ ଦୁର୍ଗାଙ୍କର ବିସର୍ଜନ କାର୍ଯ୍ୟ ସମାପ୍ତ ହେବ ସେ ନେଇ ମଧ୍ୟ ବୈଠକରେ ହୋଇପାରେ ଆଲୋଚନା । ଏହା ସହ ଆଗକୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଲୋଚନା ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking