31.1 C
Bhubaneswar
Tuesday, May 26, 2026
Homeଓଡିଶାଚାନ୍ଦିପୁର: କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ

ଚାନ୍ଦିପୁର: କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା   ଦ୍ବାରା ଶନିବାର ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ  କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ ହୋଇଛି। ଭୂ-ପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ୍‌ ଲଞ୍ଚର୍‌ରୁ ଏହି କ୍ଷେପଣାସ୍ତ୍ରର ଆକାଶ ମାର୍ଗରେ ପରୀକ୍ଷଣ କରାଯାଇଥିଲା। ଏହା ୩ଟି ଫ୍ଲାଇଟ୍‌ ଟେଷ୍ଟ ମିସନ୍‌ର ଲକ୍ଷ୍ୟ ହାସଲ କରିଥିଲା। ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌ ହେଉଛି ଏକ ପୋର୍ଟେବଲ୍‌ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାଇଦ୍ରାବାଦସ୍ଥିତ ଡିଆର୍‌ଡିଓର ଇମାରତ  ଦ୍ବାରା ବିକଶିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking