34.1 C
Bhubaneswar
Friday, March 29, 2024
Homeଓଡିଶାଚମ୍ପୁଆ ଲେଡି ବିଡିଓଙ୍କ ଦବଙ୍ଗ ଗିରି

ଚମ୍ପୁଆ ଲେଡି ବିଡିଓଙ୍କ ଦବଙ୍ଗ ଗିରି

କେନ୍ଦୁଝର: ତଥ୍ୟ ସଂଗ୍ରହ କରିବାକୁ ଯାଇଥିବାବେଳେ ଆମ ଟିଭିର ସାମ୍ବାଦିକ ରଞ୍ଜନ କୁମାର ପ୍ରଧାନ କୁ ଚମ୍ପୁଆ ବିଡିଓ ଙ୍କ ଦ୍ଵାରା ଲିଖିତ ଦୋଷ ଲୁଚାଇବାକୁ ଯାଇ ବିଡିଓ ଙ୍କ ଅଭିଯୋଗରେ ଚମ୍ପୁଆ ପୋଲିସ କଲା ଗିରଫ । ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତାର ବିଫଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନାମରେ ମାମଲା ରୁଜୁ କରି ଗଣମାଧ୍ୟମ ସ୍ଵରକୁ ଚପାଇଦେବାକୁ ପ୍ରୟାସ କରିଛି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking