28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦେଶରେ କୋରନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ୍ୟ ୩୦ହଜାର ଟପିଲା

ଦେଶରେ କୋରନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ୍ୟ ୩୦ହଜାର ଟପିଲା


ନୂଆଦିଲ୍ଲୀ : ଦେଶରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଆଜି ୨୪ ଘଣ୍ଟ। ମଧ୍ୟରେ କୋରନା ଆକ୍ର।ନ୍ତଙ୍କ ସଂଖ୍ୟା ୩୦,୫୪୮ । ଏହାକୁ ମିଶାଇ ମୋଟ ଆକ୍ର।ନ୍ତଙ୍କ ସଂଖ୍ୟା ୮ ,୮୪୫,୧୨୭ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮,୨୪୯,୫୭୯ ଜଣ । ତେବେ ୨୪ ଘଣ୍ଟା ମଧ୍ୟରେ ୪୩୫ଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୩୦,୦୭୦ ରେ ପହଞ୍ଚିଛି ଓ ୪୬୫,୪୭୮ ଜଣ ଚିକିତ୍ସା ଅବସ୍ଥାରେ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆହେଇଛି ।

corona outbreak

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking