43.8 C
Bhubaneswar
Thursday, April 23, 2026
Homeଦେଶ ବିଦେଶମେ ୧୫ରୁ ୨୧ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା

ମେ ୧୫ରୁ ୨୧ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ:  ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ  । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ  ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି ।  ଏହା ପୂର୍ବରୁ ବୋର୍ଡ  ପ୍ରଥମ ପରୀକ୍ଷା ଶେଷ  ହେଇଯାଇଛି । ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି ଏ ବର୍ଷ ମଧ୍ୟ ଅନେକ  ଭଲ ରେଜଲ୍ଟ  ମଧ୍ୟ ଛାତ୍ରଛାତ୍ରୀ ମାନେ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking