43.8 C
Bhubaneswar
Thursday, April 23, 2026
Homeଓଡିଶାଦଳ ଛାଡିଲେ କଂଗ୍ରେସ ନେତା ଅମୀୟ ପାଣ୍ଡବ

ଦଳ ଛାଡିଲେ କଂଗ୍ରେସ ନେତା ଅମୀୟ ପାଣ୍ଡବ

ଭୁବନେଶ୍ୱର: ଦଳ ଛାଡିଲେ କଂଗ୍ରେସ ନେତା ଅମୀୟ ପାଣ୍ଡବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଏହା ସେ ଜଣାଇଛନ୍ତି । ଏହା ସହ ଅମୀୟ ପାଣ୍ଡବ ସକ୍ରିୟ ରାଜନୀରୁ ସନ୍ନ୍ୟାସ ନେବା ସଂପର୍କରେ ନିଜର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଆଜି ମଧ୍ୟ ଘୋଷଣା କରିଛନ୍ତି । ୨୦୧୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସେଲର ଅଧ୍ୟକ୍ଷ ରହିଥିଲେ ଅମୀୟ ପାଣ୍ଡବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking