43.8 C
Bhubaneswar
Thursday, April 23, 2026
Homeଓଡିଶାରାୟଗଡାରେ ୨ ଦିନ ସ୍କୁଲ ଛୁଟି

ରାୟଗଡାରେ ୨ ଦିନ ସ୍କୁଲ ଛୁଟି

ରାୟଗଡା: ରାୟଗଡା ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ଓ ୨୫ ତାରିଖ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସହୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୂଚନାତାଉକି, ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛ । ଆଜି ଖରା ଛୁଟି ପାଇଁ ଏସଓପି ଆସିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking