35.1 C
Bhubaneswar
Saturday, April 25, 2026
Homeଓଡିଶାବବିଙ୍କୁ ଆଇନ ମନ୍ତ୍ରୀଙ୍କ କଡା ଜବାବ

ବବିଙ୍କୁ ଆଇନ ମନ୍ତ୍ରୀଙ୍କ କଡା ଜବାବ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ ଉପରେ ଆଇନ ମନ୍ତ୍ରୀ କଡା ପ୍ରତିକ୍ରିୟା ରଖି କହିଛନ୍ତି, ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡାଇ ଦେବୁ । ଆମେ ଯଦି ପ୍ରଶ୍ନ ପଚାରିବୁ , ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ । ଚାବି ହଜିବା କଥା ସତ୍ୟ , ଡୁପ୍ଲିକେଟ ଚାବିର ତାଲା ସହ କିଛି ସାମଞ୍ଜସ୍ୟ ନଥିଲା । ଚାବି ନଥିବା ଯୋଗୁଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା କାଟିବାକୁ ପଡିଲା । ଯଦି ଚାବି ଥିଲା ବିଜେଡି ସରକାର ରତ୍ନଭଣ୍ଡାର ଖୋଲିଲା ନାହଇଁ କାହିଁକି, ରତ୍ନଭଣ୍ଡାରକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଥିବା ଲଖେିଥିଲେ ବବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking