31.1 C
Bhubaneswar
Wednesday, May 8, 2024
Homeଓଡିଶାଜାନୁଆରୀ ପହିଲାରୁ ସିବିଏସଇ ଦଶମ, ଦ୍ବାଦଶ ପ୍ରାକ୍ଟିକାଲ ପରୀକ୍ଷା

ଜାନୁଆରୀ ପହିଲାରୁ ସିବିଏସଇ ଦଶମ, ଦ୍ବାଦଶ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ। ଏ ସଂକ୍ରାନ୍ତରେ ସିବିଏସଇ ପକ୍ଷରୁ ଏକ ସର୍କ୍ୟୁଲାର ଜାରି କରାଯାଇଛି। ବିଦ୍ୟାଳୟ ଗୁଡିକ ଏହାରି ଭିତରେ ଉଭୟ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ସାରି ଛାତ୍ରଛାତ୍ରୀଙ୍କ ମାର୍କ ସିବିଏସଇକୁ ଦେବେ। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ଅନ୍ୟ ବିଦ୍ୟାଳୟରୁ ଏକ୍ସଟରନାଲ ନିୟୋଜିତ ହେବେ। ତେଣୁ ଭିନ୍ନ ଭିନ୍ନ ତାରିଖରେ ବିଦ୍ୟାଳୟ ଗୁଡିକ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking