33.1 C
Bhubaneswar
Monday, May 6, 2024
Homeଓଡିଶାବିପିୟୁଟି ପରୀକ୍ଷା ସୂଚୀ ବଦଳିଲା

ବିପିୟୁଟି ପରୀକ୍ଷା ସୂଚୀ ବଦଳିଲା

ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ମେ ୨୯, ୩୧ ଓ ଜୁନ ୧, ୨ ପରୀକ୍ଷା ସ୍ଥଗିତ କଲା ବିପିୟୁଟି । ସ୍ଥଗିତ ଥିବା ଅଡ ସେମିଷ୍ଟର (ରେଗୁଲାର/ବ୍ୟାକ) ପାଇଁ ସାନି ତାରିଖ ଘୋଷଣା ହେବ । ଅଡ ସେମିଷ୍ଟର (ରେଗୁଲାର/ବ୍ୟାକ) ପରୀକ୍ଷା ଜୁନ ୪ରୁ ୧୭ ମଧ୍ୟରେ ହେବ ।

ତେବେ, ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପାଇଁ ସେ ଓଡିଶା ଆସିବେ । ପ୍ରଥମେ ଭୁବନେଶ୍ୱରରେ ପହଂଚି ସମୀକ୍ଷା କରିବେ । ପରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶ ମାର୍ଗରୁ ବୁଲି ଦେଖିବେ । କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଅଂଚଳକୁ ଆକାଶ ମାର୍ଗରୁ ଦେଖିବେ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଂଚଳ ମଧ୍ୟ ବୁଲି ଦେଖିବେ । ପରେ ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking