36.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନନେଟଫ୍ଲିକ୍ସରେ ଜଲଦି 'ଧମାକା' କରିବାକୁ ଯାଉଛନ୍ତି କାର୍ତ୍ତିକ ଆର୍ୟାନ

ନେଟଫ୍ଲିକ୍ସରେ ଜଲଦି ‘ଧମାକା’ କରିବାକୁ ଯାଉଛନ୍ତି କାର୍ତ୍ତିକ ଆର୍ୟାନ

ମୁମ୍ବାଇ: ବଲିଉଡ ଆକ୍ଟର କାର୍ତ୍ତିକ ଆର୍ୟାନଙ୍କ ଫିଲ୍ମ ‘ଧମାକା’କୁ ଦର୍ଶକେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଯାହା ଏବେ ଶେଷ ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇପାରେ । ଏଥିପାଇଁ କାର୍ତ୍ତିକ ବର୍ତ୍ତମାନ ସମୟରେ ଟ୍ୱିଟରରେ ଟପ୍ ଟ୍ରେଣ୍ଟ କରୁଛନ୍ତି । ଏଥିରୁ ହିଁ କୁହାଯାଇପାରେ, ସିନେପ୍ରେମୀ କେତେ ମାତ୍ରାରେ ଏହାକୁ ଅପେକ୍ଷା କରି ରହିଛନ୍ତି । କହିରଖୁଛୁ, କାର୍ତ୍ତିକଙ୍କ ଏହି ଫିଲ୍ମକୁ ରାମ ମାଧବାନୀ ଡାଇରେକ୍ଟ କରିଛନ୍ତି । ଏମିତି ବି କୁହାଯାଉଛି, ସେ ୧୦ ଦିନ ପାଇଁ ଫିଲ୍ମର ସୁଟିଂ କରିଥିଲେ । ଖବର ଆସିଥିଲା ଯେ, ଫିଲ୍ମ ଧମାକାର ରାଇଟ୍ସ ନେଟଫ୍ଲିକ୍ସକୁ ୮୫ କୋଟିରେ ଦିଆଯାଇଥିଲା । ଧମାକା ୨୦୨୧ରେ କାର୍ତ୍ତିକ ଆର୍ୟାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଭିତରୁ ଗୋଟିଏ । କାର୍ତ୍ତିକଙ୍କ ବ୍ୟତୀତ ଏହି ଫିଲ୍ମରେ ମୃଣାଳ ଠାକୁର ବି ଲିଡ୍ ରୋଲରେ ଅଛନ୍ତି । କାର୍ତ୍ତିକ ଏହି ଫିଲ୍ମରେ ଜମେ ସାମ୍ବାଦିକ ଭୂମିକାରେ ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking