36.1 C
Bhubaneswar
Sunday, May 17, 2026
Homeଓଡିଶାବାଇକ୍ ସହ ବୋଲେରୋ ଧକ୍କା: ଜଣେ ମୃତ, ଆଉ ଜଣେ ଗୁରୁତର

ବାଇକ୍ ସହ ବୋଲେରୋ ଧକ୍କା: ଜଣେ ମୃତ, ଆଉ ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା। ବାଇକ୍ ସହ ବୋଲେରୋ ଧକ୍କା ହୋଇଛିଏହି ଦୁର୍ଘଟଣାରେ ଜଣେ ମର୍ତ୍ୟୁବାରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛିମୃତାହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁସୂଚନା ଅନୁସାରେ, ଶାସନ ଥାନା ଅନ୍ତର୍ଗତ ଟିକୁପଡାରେ ମଟର ସାଇକେଲ ସହ ବୋଲେରୋ ଦୁର୍ଘଟଣା। ସକାଳ ୯ଟା ସମୟରେ ବାଇକରେ ତିନିଜଣ ଆସୁଥିବା ବେଳେ ବୋଲେରୋ ସହ ଧକ୍କା ହେଇଥିଲା। ଦୁର୍ଘଟଣାରେ ୩ ବାଇକ ଚାଳକ ଓ ବାଇକ ପଛରେ ବସିଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଚାଳକ ମୃତ। ଏନେଇ ସୂଚନା ଦେଇଛନ୍ତି ଶାସନ ଥାନା ଅଧିକାରୀ। ଗୁରୁତର ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking