29.1 C
Bhubaneswar
Monday, May 6, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସ ଆରମ୍ଭ

ସ୍ୱାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସ ଆରମ୍ଭ

ମାଲକାନଗିରି: ଓଡ଼ିଶା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ପକ୍ଷରୁ ବୋଟ ଆମ୍ବୁଲାନ୍ସ ଆରମ୍ଭ । ଆଜି ଦେଶର ୭୩ତମ ସାଧାରଣତନ୍ତ୍ର ଦିବସର ଶୁଭ ଅବସରରେ ସୀମା ସୁରକ୍ଷା ବଳ ପକ୍ଷରୁ ମାଲକାନଗିରିର ଗୁରୁପ୍ରିୟା ସେତୁ ନିକଟରେ ବିଶେଷତ୍ୱ ଯନ୍ତ୍ରୀ , ପଣସପୁଟ , ଆଣ୍ଡାପଲ୍ଲୀ ଓ ଯୋଡ଼ାମ୍ବର ୩୦,୦୦୦ ଅଧିବାସୀଙ୍କୁ ଅବାଧ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ବୋଟ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଏହି ସେବା ପାଇବା ପାଇଁ ଫୋନ ନମ୍ବର ୯୪୩୭୧୬୨୬୨୮ କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଅ ଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking