27.1 C
Bhubaneswar
Saturday, July 27, 2024
Homeଓଡିଶାମାଟ୍ରିକ ତ୍ରୁଟିରେ  କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ କଲେ ବୋର୍ଡ

ମାଟ୍ରିକ ତ୍ରୁଟିରେ  କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ କଲେ ବୋର୍ଡ

ବ୍ୟୁରୋ : ମାଟ୍ରିକ ବ୍ୟବସ୍ଥାରେ ତ୍ରୁଟି ପାଇଁ କାର୍ଯ୍ୟନୁଷ୍ଠାନ ନେବାକୁ ବୋର୍ଡର ସୁପାରିସ । ସୁପାରିସ ନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା । ଏଆଇ ଟେକ୍ନୋଲୋଜି ଦ୍ୱାରା ଅନେକ ସୁଫଳ ମିଳିଛି । ୮ ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି ଏଆଇ । ଅବ୍ୟବସ୍ଥା ସୃଷ୍ଠିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ ଦେଇଛନ୍ତି । ଗଣଶିକ୍ଷା ବିଭାଗ ସହ ପୋଲିସକୁ ସୁପାରିସ କରିଛି ବୋର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking