28.1 C
Bhubaneswar
Friday, May 15, 2026
Homeଓଡିଶାଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ

ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ

ଭୁବନେଶ୍ୱର: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ  । ଆୟ ବହିର୍ଭୂଚ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ଯୁଗ୍ମ ନିର୍ଦ୍ଦେଶକଙ୍କର ୨ଟି ଫାର୍ମହାଉସ ସମେତ ୮୪ ଏକର  ଜମି ମିଳିଥିଲା ।  ୫୮ ଲକ୍ଷର ବ୍ୟାଙ୍କ ଜମା,  ୩୧୨ ଗ୍ରାମର ସୁନା ଗହଣା ଠାବ ହୋଇଥିଲା ।  ଭୁବନେଶ୍ୱର ଗୋଠପାଟଣାରେ ୩ ବିଏଚକେ ସହ ୨ଟି ବିଲ୍ଡିଂ ମିଳିଥିଲା ।ରାୟଗଡା ଜଳ ବିଭାଜି ପୂର୍ୱତନ କମିଶନ ପିଡି ଦୟାନିଧି ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking