29.1 C
Bhubaneswar
Saturday, July 27, 2024
Homeଓଡିଶାଝାଡା ବନ୍ତୀରେ ୧୩ ନସିଂ ଛାତ୍ରୀ ଅସୁସ୍ଥ

ଝାଡା ବନ୍ତୀରେ ୧୩ ନସିଂ ଛାତ୍ରୀ ଅସୁସ୍ଥ

ବ୍ରହ୍ମପୁର : ସୂଚନା ଅନୁଯାୟୀ, ଗତକାଲି ଫୁଡ ପଏଜନିଂ ପାଇଁ ଅସୁସ୍ଥ ହେଲେ ୧୩ ଛାତ୍ରୀ । ଏହାସହ ୮ଜଣ ଛାତ୍ରୀଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଏକ  ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର ନସିଂ ସ୍କୁଲରେ ଅଭାବନୀୟ ଘଟଣା । ଛାତ୍ରୀମାନେ ଖାଇବାପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାପରେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଖାଦ୍ୟରୁ ଫୁଡ ପଏଜନ ହୋଇଥିବା କହିଛନ୍ତି କାଜୁଆଲିଟି ମ୍ୟାନେଜର । ବର୍ତ୍ତମାନ ୧୩ଜଣ ଛାତ୍ରୀଙ୍କ ମଧ୍ୟରୁ ୮ଜଣ କାଜୁଆଲଟିରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ଏହାକୁ ନେଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking