29.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗସିଦ୍ଧାର୍ଥଙ୍କ ବିୟୋଗରେ ସ୍ମୃତିସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ସିଦ୍ଧାର୍ଥଙ୍କ ବିୟୋଗରେ ସ୍ମୃତିସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର : ଯାଜପୁର ଲଲିତେଶ୍ୱେରସ୍ଥିତ ଅମ୍ବିକାମଣ୍ଡପ ପରିସରରେ ଅଶୋକଦାସ ଫାଉଣ୍ଡେସନର ଯୁବ ସମାଜସେବୀ ସିଦ୍ଧାର୍ଥଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ସିଦ୍ଧାର୍ଥ ସ୍କୁତିରେ ଶ୍ରଦ୍ଧାଞଳି ପୁସ୍ତକ ଉନ୍ମୋଚନ କରିଥିଲେ । ଚଳିତ ବନ୍ୟାରେ ବିପନ୍ନଙ୍କ ପାଇଁ ସିଦ୍ଧାର୍ଥଙ୍କ ସେବା ତ୍ୟାଗ କୁ କେବେ ଯାଜପୁରବାସୀ ଭୁଲି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସମେତ ବହୁ ବୁଦ୍ଧିଜିବି ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking