28.1 C
Bhubaneswar
Thursday, May 2, 2024
Homeଉତ୍ତରପ୍ରଦେଶ ରାଜନୀତିଜିତିଲା ବିଜେପି : ହାରିଲେ ମୁଖ୍ୟମନ୍ତ୍ରୀ

ଜିତିଲା ବିଜେପି : ହାରିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ : ବିଜେପି ରଚିଲା ଇତିହାସ | ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବହୁମତ। ହେଲେ ରାଜ୍ୟ ନିର୍ବାଚନରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟରେ ବିଜପିର ମଙ୍ଗ ଧରିଥିବା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କ ଆସନକୁ ବଞ୍ଚାଇକୁ ହୋଇନାହାନ୍ତି ସକ୍ଷମ | ପୁଷ୍କର ସିଂ ଧାମିଙ୍କୁ ଖତିମା ଆସନରୁ ପରାଜୟର ସାମ୍ନା କରିବାକୁ ପଡିଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭୂବନ ଚନ୍ଦ କାପାଡୀଙ୍କ ଠାରୁ ପାଖା ପାଖି ୭ ହଜାର ଭୋଟରେ ପରାସ୍ତ ହୋଇଛନ୍ତି ।

ତେବେ ଜାଣନ୍ତୁ କିଏ ଏହି ଭୁବନ ଚାନ୍ଦ କାପାଡୀ ? ସେ ଜଣେ ଯୁବ ନେତା ତଥା ରାଜ୍ୟ କଂଗ୍ରେସର ସଭାପତି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଲୋକପ୍ରିୟ ଭୁବନ ଚାନ୍ଦ ମଧ୍ୟ ଉତ୍ତରାଖଣ୍ଡ ଯୁବ କଂଗ୍ରେସର ସଭାପତି ରହିଛନ୍ତି। 2017 ବିଧାନସଭା ନିର୍ବାଚନ ସମୟରେ ପୁଷ୍କର ସିଂ ଧାମିଙ୍କ ସହ କଡ଼ା ମୁକାବିଲା କରିଥିଲେ ଭୁବନ ଚାନ୍ଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking