27.1 C
Bhubaneswar
Saturday, July 27, 2024
Homeଏକ୍ସକ୍ଲୁସିଭ୍ପାଦେ ଆକାଶ : ନୁଆ ଆଶାର ସାହାରା

ପାଦେ ଆକାଶ : ନୁଆ ଆଶାର ସାହାରା

ଭୁବନେଶ୍ବର: ଶୃତି ମହାପାତ୍ର କେବଳ ଏକ ନାଁ ନୁହେଁ ଏକ ଆଶା । କାରଣ ଭିନ୍ନକ୍ଷମଙ୍କ ପାଇଁ ସେ ହେଉଛନ୍ତି ନୂଆ ଆଶା ଓ ଉନ୍ମାଦନାର ଜଣେ ଦରଦୀ ମଣିଷ । ଯିଏ ଶାରୀରିକ ଓ ମାନସିକ ଵିକାରଗ୍ରସ୍ତଙ୍କ ଅଧିକାର ଓ ବିକାଶ ପାଇଁ ୨୭ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଗୋଟେ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଥିଲା । ତଥାପି ସେ ପଛକୁ ବୁଲି କେବେ ଚାହିଁନାହାଁନ୍ତି । ନିଜେ ଉଠି ଅନ୍ୟକୁ ସେବା ଯୋଗାଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking