33.1 C
Bhubaneswar
Friday, April 26, 2024
Homeଓଡିଶାଜମ୍ମୁ – କାଶ୍ମୀର ହିଂସାରେ ବଲିଉଡ଼ ଲିଙ୍କ

ଜମ୍ମୁ – କାଶ୍ମୀର ହିଂସାରେ ବଲିଉଡ଼ ଲିଙ୍କ

ନୂଆଦିଲ୍ଲୀ : ଜମ୍ମୁ – କାଶ୍ମୀରରେ ଦିନକୁ ଦିନ ହିଂସା ବଢି ଚାଲିଛି । ଆଉ ଏହି ହିଂସା ବଢିବା ପଛରେ ପାକିସ୍ତାନର ପ୍ରବାସୀ ଭାରତୀୟଙ୍କ ସହିତ କିଛି ବଲିଉଡ଼ ବ୍ୟକ୍ତି ବିଶେଷଙ୍କର ଲିଙ୍କ ରହିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡ଼ିଆରେ ଏକ ଟୁଇଟ କରିଛନ୍ତି । ଏଥିରେ ୩ ହଜାରରୁ ଉର୍ଦ୍ଧ୍ୱ ଲାଇକ ମିଳିଥିବା ବେଳେ ଏକ ହଜାରରୁ ଅଧିକ ରିଟୁଇଟ ହୋଇଛି ।

ପାକିସ୍ତାନ ସେନା , ଆଇଏସଆଇ ସମେତ ଜମ୍ମୁ- କାଶ୍ମୀରରେ ହେଉଥିବା ହିଂସାତ୍ମକ କାର୍ଯ୍ୟରେ ବଲିଉଡ଼ର କେତେକ ବ୍ୟକ୍ତିଙ୍କର ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି । ତେବେ ଏଭଳି ସଂପର୍କରେ ଯେଉଁମାନେ ଅଛନ୍ତି ସେମାନେ ପାକିସ୍ତାନୀଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିବା ଦରକାର ବୋଲି ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking