38.1 C
Bhubaneswar
Friday, April 24, 2026
Homeଓଡିଶାବିଧାୟକ ଦେବୀ ତ୍ରିପାଠୀଙ୍କୁ ବିଜେପିର ବିରୋଧ

ବିଧାୟକ ଦେବୀ ତ୍ରିପାଠୀଙ୍କୁ ବିଜେପିର ବିରୋଧ

ବାଙ୍କୀ:  ବାଙ୍କୀ ବିଧାୟକଙ୍କୁ ବିରୋଧ। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀ ମାନେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।  ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଭଗିପୁରସ୍ଥିତ ନୂଆ ରାଜସ୍ବ ନିରୀକ୍ଷକ କାର୍ୟ୍ୟାଳୟ ଉଦଘାଟନ କରିବାକୁ ଯାଇଥିବା ବେଳେ ବିରୋଧ କରିଥିଲେ ବିଜେପି କର୍ମୀ।ତେବେ ଦେବୀ ରଞ୍ଜନ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କିଛି ଖଳ ପ୍ରକୃତିର ଲୋକ , ଅସାଧୁ ବ୍ୟକ୍ତି ବାଙ୍କି ନିର୍ବାଚନ ମଣ୍ଡଳୀର ବିକାଶ ଚାହୁନାହାନ୍ତି ସେନେଇ ଏଭଳି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking