ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ ଦେଉଛି କହିଲେ ଭକ୍ତ ଦାସ । ତେଣୁ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଲା । ୩ରୁ ୪ ଦିନ ହେବ ବିଜେଡି ସୁପ୍ରିମୋ ଏହା ଉପରେ ବିଭିନ୍ନ କଥା ଉଠାଇଥିଲେ । ତେଣୁ ମାନସ ମଙ୍ଗରାଜ ସଂସଦରେ ଇଣ୍ଡି ମେଣ୍ଟ ସହ ରହିଥିଲେ । ଏହା ବିଜେଡିର ପ୍ରସଙ୍ଗ ଭିତ୍ତିକ ସମର୍ଥନ କହିଛନ୍ତି ଭକ୍ତ ଦାସ ।










